by Kalandi pal ✓ · 17 Apr 2021
ତାର ଶରଧାରେ ତୋଳିଛି ମୁଁ ଫୁଲ ଗୁନ୍ଥିଛି ତୁଳସୀ ହାର ଘୋରିଛି ଚନ୍ଦନ କର୍ପୁର ଲଗାଇ ଭଳି ଭଳି ଫୁଲ ହାର. ଫୁଲ ଚନ୍ଦନରେ ସଜେଇ ନ ହେଲେ ଊଣା ହୁଏ ତାର ମନ. ଭଲରେ କଟେନି ଦିନ. l1l
Loading comments…
Comments
Loading comments…