by Kanaka barddhan Sahu ✓ · 22 May 2021
ତୁମେ ଅଭୟ ଦେବାରେ ଶ୍ରେଷ୍ଠ ? ତମର ଅଭୟ ବରଦାନ କରୁଥିବା ହାତ କେତୋଟି ? ଜଣାପଡୁନାହିଁ । କିଏ କହେ ଦୁଇ ଚାରି ପୁଣି ଶୂନ୍ୟ ସେଇ ସନ୍ଦିଗ୍ଧ ହାତରେ ବିଧର୍ମୀ, ଅନ୍ୟାୟୀ, ମନ୍ଦବୁଦ୍ଧିଙ୍କୁ ଯାଚିଦେଉଥିବା ଅଭୟ ପାଇଁ ତୁମକୁ ଧନ୍ୟବାଦ ।
Loading comments…
Loading comments…