by Dr Jharana Satapathy ✓ · 11 Nov 2018
ଏଠି ବସି ତତେ ଅନାଇଛି ମୁହିଁ କେତେବେଳେ ମୋ ଧନ ଫେରିବୁ ତୁହି ଆସିଯାରେ ଧନ ତୋ ମା ଚାହିଁଛି ଷ୍ଟେସନରେ କେତେବେଳୁ ଜଗି ଵସିଛି
Loading comments…
Loading comments…