by Binaya Bhusan Panigrahi ✓ · 27 Jul 2019
ଆୟୁଷ- ତଳଆଡୁ ଗଣିଗଣି ଗଢାହୁଏ ବୟସର ଛୋଟ ହୁଙ୍କାଟିଏ ସୂଚକ ସେ ଜୀବନକାଳର, ଓଲଟା ବି ଗଣାଯାଏ ଜାଣିବାକୁ ଦୁନିଆରେ ବାକିଥିବା ଦିନ ଜୀବନର।।
Loading comments…
Comments
Loading comments…