by SARATA KUMAR DAS ✓ · 15 Jul 2019
କେତେ ବିଶ୍ବାସ, ଅବିଶ୍ବାସ ଓ ଛଳନାରେ ବନ୍ଦୀ ମୋ ଠିକଣା ମୋ ଆତ୍ମ ପରିଚୟ ମୋ ଅତୀତ, ବର୍ତ୍ତମାନ ଓ ଭବିଷ୍ୟ କେତେ କେତେ ଆତ୍ମଘାତୀ ଆକ୍ରମଣ, ବାରୁଦର ରଂଗ ଲିଭାଇ ଦିଏ କେତେବେଳେ କେମିତି
Loading comments…
Comments
Loading comments…