by Yudhisthira Lenka ✓ · 10 Nov 2020
ସ୍ୱାର୍ଥ ପାଇଁ ନୁହେଁ ଦେଶ ପାଇଁ ଖେଳେ ଧ୍ୟାନଚାନ୍ଦ କହିଥିଲେ ସ୍ୱାର୍ଥକୁ ସାରଥୀ କରି ପାରିବିନି କୁକୁର ପ୍ରକୃତି ବୋଲେ ।।୭।। ବିଶ୍ୱାସଘାତକ ହେବିନି ଦେଶର ସିଏ ପରା ମୋର ମାଆ ଦେଶର ସମ୍ମାନ ପାଇଁକି ଖେଳିବି ରଖିବି ତାହାର ନାଆଁ ।।
Loading comments…
Loading comments…