by Alhadini Panigrahi dash ✓ · 29 May 2019
ହସି ହସି ମୋତେ ପ୍ରତିଶ୍ରୁତି ଦେଉଥିଲା ତୋର ଏଇ ଦି'ବୁନ୍ଦା ଜଳ ପରିବର୍ତ୍ତେ ମୁଁ ଆଣିଦେବି ମୌସୁମୀ ରେ ବର୍ଷା କ୍ଷେତ ରେ ସୁନାର ଫସଲ ।
Loading comments…
Loading comments…