by Minati Rath ✓ · 25 Nov 2019
ସୁଗମ ହେଉ ଅବା ଦୁର୍ଗମ ଜାଣିଛି ମୁଁ ଏତିକି ଏ ପଥରେ ଚାଲିବାକୁ ହେବ ଅସମ୍ପୂର୍ଣ୍ଣ ଆଶା ସବୁ ଭୁଲିବାକୁ ହେବ ଅଗ୍ନି କୁଣ୍ଡରେ ତ ଝାସ ଦେବାକୁ ହିଁ ହେବ ।
Loading comments…
Comments
Loading comments…