by Prabhanjana Tripathy ✓ · 22 Nov 2019
ଅଭିନୟ କରି କରି ଯେବେ ଥକିପଡି ପେଣ୍ଡା ହୁଏ ନିସ୍ତେଜ ଦୁର୍ବଳ ହେଲେବି ତ ନାଚିବାର ଅଛି କିଛିକାଳ ଅଭିନୟ ବାକି ରହିବାର ଆରମ୍ଭ ହୋଇଛି ଯେବେ କଣ୍ଢେଇ ନାଚର ସମ୍ପୂର୍ଣ୍ଣ ତ ହୋଇବ ନିଶ୍ଚିତ ନିର୍ଦେଶକ ନ କହିବା ଯାଏଁ
Loading comments…
Loading comments…