by Sasmita Choudhury ✓ · 3 Dec 2019
ସବୁ ସଂପର୍କର ଡୋର ଯେ ଅଶ୍ରୁ, ସବୁ ଯନ୍ତ୍ରଣାର ପ୍ରତିରୂପ ଅଶ୍ରୁ, ଜନ୍ମରୁ ଯୂଇ ଯାଏ - ସୁଖେ ଅବା ଦୁଃଖେ ସେଇ ଏକା ଅଶ୍ରୁ ଏକାନ୍ତ ନିଜର ହୁଏ।
Loading comments…
Loading comments…