by Debabrata Mishra ✓ · 13 Mar 2022
ଅଜସ୍ର ମହାନ ଆତ୍ମା ସ୍ଥିତ ଏ ଜଗତେ ଅଲୋଡା କୁ କାହିଁ ରଖିଛ ବାନ୍ଧି ଅକାରଣେ ଜୀବନ ଲାଗେ ସତେ ଅବାସ୍ତବେ ବଞ୍ଚିଛି କରି କ୍ଷଣ ସହ ସନ୍ଧି ଆମରଣ ନିଷ୍ଠୁର ନିର୍ଦୟ ଏ ମୁର୍ଖ ଅତିଶିଘ୍ର କରିଦିଅ ନିଶେଷ ବିଲୟ ହେ ପରମାତ୍ମା ଏ କୀଟ ଦିଅ ବିଦ
Loading comments…
Comments
Loading comments…