by Bijaya Kumarr Senapati ✓ · 8 Jul 2019
ବେଳେବେଳେ ସରିଯାଏ ମୁଠାମୁଠା ସଂସାରର ଖେଳ, ଶବ ହୋଇ ଶୋଇଯାଏ ଚଲାବୁଲା ମଣିଷଟି ଯୁଇ ର ଉପର, ସେନେହ ମମତା ଭୂଲି ଯାଏ ସିଏ ପର ପାରି ଯେବେ, ସାଖି ମୁଁ ତା ପ୍ରୀୟଜନ ହସ କାନ୍ଦ ଭଲମନ୍ଦ ଯଶ, କର୍ମ ତେବେ
Loading comments…
Loading comments…