by ବି. ନିରୁପମା ✓ · 12 Nov 2018
ମାନ ତେଜିବାକୁ କହୁଛ ଯା' ମୋତେ କେମିତି ତେଜିବି ତାହା , ଆଗୁଁ କେତେବାର କଥାଦେଇ ପରା ଭଣ୍ଡିଅଛ ଆହେ ନାହା ।
Loading comments…
Loading comments…