by Upendra prasad Mahala ✓ · 3 Sept 2021
ତୁମ ଉଭୟ ପାର୍ଶ୍ୱରେ ବିନୟ ମୁଦ୍ରାରେ ବିରାଜମାନ ଦୁଇ ମୁକୁଟଧାରୀ ସିଂହ ଜଗି ରହିଥାନ୍ତି ବୀରବର ଦ୍ୱାରପାଳ। ତୁମେ ଗୁମଟି ସ୍ୱରୂପରେ ବର୍ଗକ୍ଷେତ୍ର କୁଞ୍ଚ କୁଞ୍ଚ ଆକୃତିର ଶିରସ୍ତ୍ରାଣ ପିନ୍ଧି ଅପୂର୍ବ ଦ୍ୟୁତିରେ ମନ ମୋହୁଥାଅ।
Loading comments…
Loading comments…