by Samita Swain ✓ · 17 Apr 2021
ସକଳ ବାସନା କରିଦିଅ ଦୂର ଚେତନା ର ସରହଦେ ଦିଅ ସଦ୍ ବୁଦ୍ଧି, ପ୍ରଶାନ୍ତି ଆନନ୍ଦ ନିର୍ମଳ ପ୍ରେମ ବିଶୁଦ୍ଧେ।। ମୋ ମନକୁ କର ଗୋପ ବୃନ୍ଦାବନ ସକାଳ ସଜ ସୁମନ ତୁମରି ଛୁଆଁ ର ଶୀତଳ ସ୍ପର୍ଶରେ ବାସୁ ଚନ୍ଦନ ଚନ୍ଦନ ।।
Loading comments…
Comments
Loading comments…