by Manorama Mohanty ✓ · 25 Aug 2021
ଦାରୁଣ ହୃଦୟ ତୁମରି ପ୍ରଭୁ ହେ ଦେଇଛ ଯାତନା ମୋରକପାଳରେ ସହିବାକୁ ହେବ ଜାଣି ମୁଁ ଗଲିଣ ଖାଲି ଟିକେ ଶକ୍ତିଦିଅହେ ଠାକୁରେ! ମୋ ଠାରୁ ଅଧିକ ଜଣେ ଦୀନଜନ କିଏକାହିଁ ଅଛି ଏ ସାରା ଭୁବନ କରି ନାହିଁ ସେବା ପିତାମାତଙ୍କର ଦେଇନା
Loading comments…
Loading comments…