by Nrusingha Narayan Tripathy ✓ · 30 May 2021
କ୍ଷୁଦ୍ର ଏକ ଦୀପ କରେ ଦୂରୀଭୂତ ଅନ୍ଧକାର କାଳିମାକୁ ଜ୍ଞାନର ଦୀପକୁ ପ୍ରଜ୍ଜ୍ୱଳିତ କର ପାଇଯିବ ସନ୍ତୋଷକୁ ll ଦୀପ ଅଟେ ଜୟ ବିଜୟ ସଂକେତ ଦେବଙ୍କ ପାଖରେ ବସେ ଶୁଭା ଶୁଭ କର୍ମ ଆରମ୍ଭ ସମୟେ ଘିଅ ଦୀପ ଲାଗିଥାଏ ll
Loading comments…
Loading comments…