by Bibhuti Bhusan Mohanty ✓ · 16 Nov 2020
ଏକ ଦୀପ ଏମିତି ହି ହୁଅନ୍ତା, ଯାହା ହୃଦୟର ଗଭୀରତମ ପ୍ରଦେଶକୁ ଆଲୋକିତ କରନ୍ତା ଏକ ଦୀପ ଏମିତି ବି ହୁଅନ୍ତା, ଯିଏ ଆମକୁ ଉଚିତ ମାର୍ଗରେ ଚାଲିବାକୁ ଶିକ୍ଷା ଦିଅନ୍ତା..... ପ୍ରକାଶର ପର୍ବ ଦୀପାବଳୀର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
Loading comments…
Loading comments…