by KRUTIBAS NAYAK ✓ · 21 Nov 2020
ସୁଖ ସଂଧାନେ ରହିଲେ ମନ ଦୁଃଖ ମିଳିବ ବେଶି, ଭାଗ୍ୟ ଉପରେ ନିର୍ଭର କଲେ ସେମିତି ଥିବା ବସି | ମୋ ନାମରହୁ ଇତିହାସରେ ଯାହାର ଲକ୍ଷ୍ୟଥାଏ, ତା' ନାମ କେବେ ଲେଖା ଯାଏନା ଏକଥା ମିଥ୍ୟା ନୁହେଁ |
Loading comments…
Loading comments…