by Prafulla Chandra Mishra ✓ · 15 Jan 2021
ତୁମେ ସର୍ବ ଜ୍ଞାତା ଦାତା ତୁମେ ମହୀୟାନ ତୁମେ ସର୍ବ ଘଟେ ନାଥ ଜଗତ ଜୀବନ ପିତା ମାତା ଭାଇ ବନ୍ଧୁ ସ୍ନେହ ତୁମେ ପ୍ରେମ ତୁମ ନାମ ତେଣୁ ନିତି କରେ ମୁଁ ଭଜନ
Loading comments…
Loading comments…