by Dharitri Das ✓ · 22 Nov 2020
ଅସ୍ତଗାମୀ ସୂର୍ଯ୍ୟ ଲୁଚିଣ ଯାଉଛି ପାହାଡ ଉହାଡ଼େ ରକ୍ତବର୍ଣ୍ଣ ଦେଖ ମନ ମୋହିନିଏ ଦିଏ କେତେ ସୁଖ। ଗୋରୁ ଘରମୁହାଁ ଗୋଧୂଳି ସମୟେ ବଛାଗଣ କରିଥାନ୍ତି ହମ୍ବା ରଡ଼ି ପିଲାଏ ଫେରିଥାନ୍ତି ଖେଳି କବାଡି।
Loading comments…
Loading comments…