by SRIKANTA PRADHAN ✓ · 8 Apr 2022
ନାଗରୀବର ସାରସ ଗମନୀ ନାମ ଧରି ଡାକେ ତୋ ଗୁଣମଣି l ନାରୀ ରତନରେ ରମଣୀ ମଣି ନକରି ବିଳମ୍ବ ଆସ ଏକ୍ଷଣି l
Loading comments…
Loading comments…