by Chinmaya Kumar Nayak ✓ · 1 Apr 2022
ପ୍ରେମର ଈଶ୍ୱର ଈଶ୍ୱରୀ ଆଜି ଦିବ୍ୟ ପ୍ରଣୟର ଉଲ୍ଲାସେ ମଜ୍ଜି ବିତରନ୍ତି ଭାବ ସୌରଭ ରାଜି ପ୍ରେମରଙ୍ଗେ ଭିଜେ ଜଗତ ଆଜି ଶୋକ ସାଗରେ ଝରେ ପରମାନନ୍ଦ ଦୋଳେ ବିଜେ ଆଜି ଦୋଳଗୋବିନ୍ଦ।
Loading comments…
Comments
Loading comments…