by Nrusingha Narayan Tripathy ✓ · 12 May 2022
ଫଗୁ ଦଶମିରେ ବସି ବିମାନରେ ଫଗୁ ରଙ୍ଗେ ଭକ୍ତ ରଙ୍ଗୀତ ହୋଲି ଖେଳ ସଙ୍ଗେ ନାଚ ଗୀତ ମଧ୍ୟେ ମଧୁ ରସେ ଗାଏ ସଂଗୀତ ଦୋଳ ବିମାନେ ଝୁଲନ୍ତି ଠାକୁର ଶ୍ରୀକୃଷ୍ଣ ନୂତନ ବରଷ ପଞ୍ଜିକା ପଠନ ଖୁସିରେ କରନ୍ତି ଶ୍ରବଣ ll
Loading comments…
Loading comments…