by Parshuram Biswal ✓ · 19 Jul 2017
ଶକତି ଦେଏରେ ଭକତି ଦେଏରେ ହେ ପ୍ରଭୁ ଚକାନୟନ ବଞ୍ଚିରହିଥାଉ ଆମରି ଦେଶରେ ଏ ଗଣତନ୍ତ୍ର ଶାସନ କରୁଥାଉ ଜଗା ଏ ମାଟି ସନ୍ତାନ ତୋର ଗୁଣ ସଂକୀର୍ଣ୍ଣ ।
Loading comments…
Loading comments…