by Prafulla Kumar Tripathy ✓ · 24 Apr 2021
ତୁମେ ଯଦି ହୁଅନ୍ତ ମୋ ରଥର ସାରଥି ବାହନ୍ତ ମୋ ଜୀବନ ରଥ ଏ କରୋନା କାଳରେ ତୁମ ବିଶ୍ବରୁପ ଦେଖନ୍ତି ହେ ପ୍ରଭୁ ଜଗନ୍ନାଥ । ଚାହୁଁ ନାହିିଁ ପ୍ରଭୁ ଧନ ଜନ କିଛି ଯଶ ଖ୍ଯାତ ସନମାନ ତୁମରି ଚରଣେ ଶରଣ ପଶିଛି ବାରେ ଦିଅ ପ୍ରଭୁ ଦରଶନ ।
Loading comments…
Loading comments…