by pratap nayak ✓ · 20 Oct 2018
ମାଆର ଆବାହନୀ ସଂଗୀତ ଗାଇବ ସରତର ସୁଲୁସୁଲୁ ବାଆ.... ମନମତାଣିଆ କାଶତଣ୍ଡି ବଣ ଚଅଁର ଝାଡିବ ..... ନଇପଠା ମୁରୁକି ହସିବ ମୃଣ୍ମୟୀର କଳସ ବୁଡାରେ..
Loading comments…
Loading comments…