by Lingaraja Dash ✓ · 21 May 2022
ପୁଅ ପୁଅ ବୋଲି ନାଚି ଝିଅକୁ ଶିଳାରେ ଦିଅନା ଛେଚି, ମୋ ମାଉସୀ ଲୋ, ଝିଅ ରହୁ ଦେଶ ପାଇଁ ବଞ୍ଚି, ମାଉସୀ ଲୋ ଯୁଗ ଯାଇଛି ବଦଳି ଆଜି ଝିଅ ନୁହେଁ କାଲିକା ପରି ,ମୋମାଉସୀଲୋ ତାକୁ ନଦିଅ କଳୀରୁ ଦଳି, ମାଉସୀ ଲୋ
Loading comments…
Loading comments…