by Sambit Srikumar ✓ · 9 Aug 2021
ତୁ କି ଜାଣୁ ଏ ପାଦର ପାଉଁଜି ଆଭୂଷଣ ଅଳଙ୍କାର ଅବା ତୋର ସ୍ଵାଧୀନତା ଛଡ଼ାଇ ନେଇ ବେଡି ପକାଇ ବିଧିବଦ୍ଧ ଭାବେ ଆବଦ୍ଧ କରି ରଖିବାର ଆଦ୍ୟ ପ୍ରସ୍ତୁତି?? ଆଉ ଏଇ ବେଡି ହିଁ ସମୟସୁଅରେ ପାଲୋଟେ ତୋ ପରାଧିନତାର ପ୍ରତୀକ ସଣ୍ଠଣା
Loading comments…
Comments
Loading comments…