by Mamatamanjari Das ✓ · 31 Aug 2017
ସାଧାରଣତଃ ବ୍ୟସ୍ତ ବହୁଳ ଆଧୁନିକ ଜୀବନ ଜଞ୍ଜାଳ ଭିତରେ ମାଆ ମାନେ ଏତେ ବ୍ୟସ୍ତ ଯେ ଝିଅଟିକୁ ଶିକ୍ଷିତ ତ କରୁଛନ୍ତି କିନ୍ତୁ ସଂସ୍କାର ଦେବାରେ କୋଉଠି ନା କୋଉଠି ଅବହେଳା କରିଦେଉଛନ୍ତି ।ଯାହାଦ୍ୱାରା ଝିଅଟିର ବୈବାହିକ ଜୀବନରେ ଝଡ ସୃଷ୍ଟି ହେଉଛି ପଢନ୍ତୁ ମୋ କବିତା 'ଦୁହିତା'....
Loading comments…
Loading comments…