by KUMUDA CHANDRA DALEI ✓ · 17 Aug 2018
ମନେ ପଡିଲେ ସଂସାର କଥା ଗାଉଛି ମାଟି ମାଆ ର ଗାଥା ସଂସାର ମୋହ ଦିଏ ପାଶୋରି ଝରାଇ ନେତୃ ଲୋତକ ବାରି କର୍ତ୍ତବ୍ୟ ପଥେ ଆଗେଇ ଚାଲେ ମୋହ ମାୟାକୁ ପାଶୋରି
Loading comments…
Loading comments…