by Niranjan Sahu ✓ · 20 Jul 2019
ବାପ ଥିବା ପୁଅ ସଭାରେ ହାରେନା ବାପ ଥିବା ପୁଅ ଅଭାଵ ଜାଣେନା ବାପ ଥିବା ପୁଅ ଦୁନିଆଁ ମାନେନା ତେଣୁ, ପୁଅ ପାଇଁ ବାପା ରଜା ବାପ ଯୋଗୁ ପୁଅ ମଜାରେ ବଞ୍ଚୁଛି ଜୀବନେ ପାଉଛି ମଜା ।
Loading comments…
Loading comments…