by KRUTIBAS NAYAK ✓ · 21 Nov 2020
ସବୁଠି ଅଛନ୍ତି ଆମ ନିଜଲୋକ ଅପଢା ପଣ୍ଡିତ ବେଶି, ତାଙ୍କ ଭାଷାଜ୍ଞାନ ବୁଦ୍ଧିକୁ ଦେଖିଲେ ମାଙ୍କଡ଼ ବି ଦେବ ହସି | କ୍ଷମତା ପଦବୀ ପାଇଗଲେ ଥରେ କଳେ-ବଳେ କଉଶଳେ, ପେଟ ବଢିଯାଏ କୁବେର ହୁଏ ସେ ପାଦ ଲାଗେ ନାହିଁ ତଳେ |
Loading comments…
Loading comments…