by Prafulla Chandra Mishra ✓ · 2 Jan 2021
ଦୁଃଖ ଗରିବ କୁଡିଆ ଭିତର ଫୁଙ୍ଗୁଳା ଦେହର ଶୀତ ଦୁଃଖ ଅନାଥ ଖାଙ୍କରା ପେଟର ମୁଠାଏ ଅଇଁଠା ଭାତ ଦୁଃଖ ପାଗଳୀ ମାଆ କୋଳ ଛୁଆ ଗଣି ହୋଉଥିବା ହାଡ ଦାରୁଣ ଦଇବ ଅନ୍ତରାଳରେ ଦାନ୍ତ କରେ କଡମଡ
Loading comments…
Loading comments…