by LAXMAN KUMAR BEHERA (ଯତି) ✓ · 25 Jun 2018
ସବୁଠୁଁ ବିରଳ ତାଙ୍କରି ସେନେହ ସବୁଠୁଁ ବିପଦ ତାଙ୍କରି କୋପ, ସବୁଠୁଁ ସୁଖଦ ତାଙ୍କ ହସ ମୁହଁ ସବୁଠୁଁ ଦୁଃଖଦ ତାଙ୍କ ବିଲୋପ ।
Loading comments…
Loading comments…