କେମିତି ଲେଖିବି କଣ ବା ଲେଖିବି ପାଏନା ମୁଁ କିଛି ଖିଅ
ତ୍ୟାଗ ମମତାର ଜୀବନ୍ତ ଦେବୀକୁ ବନ୍ଦିବି କେମିତି କୁହ !
ଶବ୍ଦ ଅଳଙ୍କାର ଶୁନ୍ଯ ପଡ଼ିଯାଏ ତୋ ପାଇଁ ମୁଁ ଯାହା ଲେଖେ
ଏତିକି ଲେଖୁଛି "ମାଆ ତୋ ଚରଣେ ଚାରି ଧାମ ନିତି ଦେଖେ।"

Loading comments…