by Debadatta Jena ✓ · 12 Dec 2020
ମୋର ଗୋଟିଏ ଆଖି, ତନଖି ପାରେ ତୁମ ଓ ମୋ ସମ୍ପର୍କର ଅସୀମାନ୍ତ ଦୂରତା, ଯେତେ ଯେତେ ଆବିଳତା, ଆରେକ ମାପୁଥାଏ ତୁମ ମୋ ସମ୍ପର୍କର ସେତୁବନ୍ଧ, ଅପର୍ଯ୍ୟାପ୍ତ ଗଭୀରତା,
Loading comments…
Comments
Loading comments…