by DHARITRI SAHU ✓ · 18 Jan 2022
ଘର ଖଣ୍ଡେ କରି ଦେଇ ପାରିବୁନି ଶହ ଶହ ଘର ଜାଳୁ, ଦାନା ମୁଠେ କେବେ କାହାକୁ ଦେଇନୁ- ପେଟକୁ ଗୋଇଠା ମାରୁ। କେତେ ଯେ ପିଲାଙ୍କୁ ଅନାଥ କରିଛୁ ପୋଛିଛୁ ସିନ୍ଥୁ ସିନ୍ଦୂର, ଅହଂକାର ତୋତେ ଟାଣୁଛି ତଳକୁ କାଟିଦେଉ ସବୁ ଡୋର। ଦେଶର ସମ୍ପତ୍ତ
Loading comments…
Loading comments…