by Parshuram Biswal ✓ · 31 Jul 2017
ବେଦ ପଇତା ମୁଁ କାନ୍ଧରେ ପକାଏ, ମଥାରେ ଚନ୍ଦନ ଚିତା ସଭିଏ ଡାକନ୍ତି ମାଧିଆନା ବୋଲି ବାପ-ପୁଅ-ଝିଅ-ମାତା କହେ ସତ ଜଗା ନାଆଁକୁ ତୋ ପୂଜା ଖାଲି ରୋଜଗାର ଚିନ୍ତା ।
Loading comments…
Loading comments…