by Prafulla Chandra Mishra ✓ · 8 Jul 2019
ଥକାମାରି ବସିବାକୁ ଖୋଜେ ଶୀତ ତରୁମୂଳ ଛାଇ ଜରାଜୀର୍ଣ୍ଣ ବୃକ୍ଷ ହୀନ, ପଥଧାରେ ପାନ୍ଥଶାଳା କାହିଁ ଶୁଷ୍କ ମୟ ଧରାତଳ ତୋଟପାଟି ଯାଉଅଛି ଶୁଖି ଖଦ୍ୟୋତ ଆଲୋକ ଆଖି ଅନ୍ଧ ହୋଇଯାଏ, ମନ ଘୁରିବୁଲେ ସତେ ଆହା ନିରିମାଖୀ
Loading comments…
Comments
Loading comments…