by Binodini Dash ✓ · 6 Oct 2020
ଭବ ରଙ୍ଗମଞ୍ଚେ ଜୀବନ ନାଟକେ ନିତି କେତେ ଦୁର୍ଘଟଣା, କାହା ଭାଗ୍ୟେ କେତେ ଘଟି ଚାଲିଥାଏ ନଥାଏ ତା'ର ଠିକଣା, ଅବୁଝା ମନ ମାନେନା, ତଥାପି ସମୟ ସହିତ ସାଲିସ କରି ହୁଏ ଦୃଢ଼ମନା ।
Loading comments…
Comments
Loading comments…