by Dr.Omm Prasad Pradhan ✓ · 13 Apr 2020
ନିଜେ ବଞ୍ଚେ ଅନ୍ୟ ତଣ୍ଟିକି ଚିପି ନିଜେ ଭୋଗ କରେ ବିଶ୍ୱ ବସୁଧା ପର ପାଇଁ ରଖେ ନାହିଁ ଶରଧା ବସୁମତୀ କାନ୍ଦେ ବାହୁ ମେଲାଇ ସନ୍ତାନ ହେଲେଣି ମୋ ଧରାଶାୟୀ ଅଖଣ୍ଡ ଉର୍ଜା ର ଅମୃତ ପାଇଁ ଦେବ ଦାନବ ର ସଂଘର୍ଷ ହୋଇ କାହିଁ ନୀଳକଣ୍ଠ
Loading comments…
Comments
Loading comments…