by DILIP KUMAR SAHOO ✓ · 29 Jul 2021
ନ ଆସଇ ନିଦ ଯେଣୁ ହୁଏ କଲବଲ ଦେହ ମନ ଏବେ ଆଉ ରହୁ ନାହିଁ ଭଲ କଲବଲ କରେ ମୋତେ ଅଶାନ୍ତି ଓ କ୍ରୋଧ ଅତୀତ ଗୁମୁରେ ଦେଇ ନିନ୍ଦା ଅପବାଦ ଦୟାକର ନିଦ୍ରାଦେବୀ ଦିଅ ମୋତେ ନିଦ
Loading comments…
Comments
Loading comments…