by Kalyani Nanda ✓ · 31 Dec 2020
କୁରୁ କୁଳୁ ନାଦେ ବହିଯାଏ ମହାନଦୀ ପାଣି, ନଦୀ କୂଳେ ଯେ ତୋ ଆସ୍ଥାନ, ମାଆ ସମଲେଶ୍ଵରୀ, ସଂସାରେ ବିଖ୍ୟାତ ମାତ ତୋ ମନ୍ଦିର ସମଲେଶ୍ଵରୀ, ଦୟାମୟୀ ମାତ ତୋ ଦୟା ବଳେ ଭକ୍ତ ଯାଆନ୍ତି ଉଦ୍ଧରି।
Loading comments…
Loading comments…