by Antaryami Sahu ✓ · 7 Mar 2021
ପଦାଘାତେ ରାବଣର ବୀଭିଷଣ ଲଙ୍କାପୁର - ତେଜ୍ୟା କରି ଆସି ପାଦେ ନେଲା ଶରଣ, ଜାଣି ତାର ମନୋଭାବ ମିତ୍ରତାପଣେ ମାଧବ ଶରଣାଗତକୁ ଦେଲ ପାଦେ ଶରଣ । ଶ୍ରୀପାଦରେ ଶରଣ ଦିଅ , ଭକ୍ତ ବତ୍ସଳ ଗୋବିନ୍ଦ ହେ ନନ୍ଦପୁଅ
Loading comments…
Loading comments…