by Parshuram Biswal ✓ · 1 Sept 2017
ପିଆଜ-ଆଳୁଟି ନାହିଁ ବୋଲି ଜଗା କାନ୍ଦେ ମୋ ରୋଷେଇ ଘର, ହାତ ମାରିଦେଲେ ପୋଡ଼ିଯିବ ହାତ ଶୁଣି ସେ ଦିଇଟା ଦର, କହ ତୁ କେବେରେ ବୁଝିବୁ କହ୍ନେଇ ଏ ଦୁଃଖ ହୋଇବ ଦୂର ?
Loading comments…
Loading comments…