by Narayan chandra Senapati ✓ · 20 May 2019
କଥାରେ ଅଛି,ଏଇ ହାତରେ ଅମୃତ, ଏଇ ହାତରେ ବିଷ ଦୁର୍ବୁତ୍ତର ଧଳା ହାତ ରଚେ ଶ୍ମଶାନ ଆଉ ମାନବିକତାର ହାତ ଦିଏ ଦିବ୍ୟତାର ଚୁମ୍ବନ କେବେବା ଏଇ ହାତ ରଖେ ଶତଶତ ପ୍ରାଣୀର ଜୀବନ ଆଉ କେବେ ନିଏ ଅସଂଖ୍ୟ ଅମୁଲ୍ୟ ପ୍ରାଣ ।
Loading comments…
Loading comments…