by Pramila Mohanty ✓ · 4 Jan 2021
ଅସୁମାରୀ ସ୍ବପ୍ନ ଢେଉରେ ଭାସିଯାଏ ଜୀବନର ସତ୍ୟ କୁ ନିରୂପିତ କରିବାକୁ ସମର୍ଥ ହୋଇ ଉଠେ ଚାଲୁ ଚାଲୁ ପଥ କେତେ ବେଳେ କୁସୁମିତ ହୋଇଉଠେ ଅଜଣା ପୁଲକରେ ମାତି ଉଠେ ପୁଣି କେତେବେଳେ ହୁଏ କଣ୍ଟକିତ ହାରିବାର ସ୍ବାଦରୁ ମିଳେ ପୁଷ୍ପିତ ଲହର
Loading comments…
Comments
Loading comments…