by Debabrata Mishra ✓ · 30 Mar 2022
ସମୟ ଠକିଦେଲା ପରିସ୍ଥିତି କରିଛି ବିଶ୍ୱାସଘାତ ମରିସାରିବା ପରେ ବି ଜୀବନ ଥାଏ ତୁମକୁ ଅଜଣା ଅନ୍ତଃ ଶବକୁ ପ୍ରତି ମୁହୂର୍ତ୍ତରେ ବହନ କରିବାକୁ ହୁଏ ଚାଲିବାକୁ ହୁଏ ଏମିତି ନ ଜାଣି ମଧ୍ୟ ପହଞ୍ଚିବା ଠିକଣା
Loading comments…
Comments
Loading comments…