by DR SAMIR RANJAN BEHERA ✓ · 17 Apr 2021
ନାଇଟି କରଫ୍ୟୁ ଲାଗିଛି ଦିନରେ ଯେମିତି କାମ ହେବା କଥା ହଉଛି ମଦୁଆ ସବୁ ଘର ବାହାରୁ ତାଲା ପକେଇ ମାତୁଛି ସରକାର ଙ୍କ ଏ କି ନିୟମ ଭାଇ କୁହତ ଏ କରୋନା ଟା ଭାଇରସ କି ଭୁତ ପ୍ରେତ ରାତିରେ ବାହାରେ ଦିନରେ ଅଦୃଶ୍ୟ ll
Loading comments…
Comments
Loading comments…